Image credit: google
ଆମ୍ବ ଖଟା ସାମଗ୍ରୀ ଦରକାର
1. ଆମ୍ବ ୨ ଟି2. ଶୁଖିଲା ଲଙ୍କା
3. ଗୋଟା ସୋରିଷ
4. ଗୋଟା ଜିରା
5. ଭ୍ରୂଷଙ୍ଗ ପତ୍ର
6. ସୋରିଷ ତେଲ
7. ଲୁଣ (Salt)
8. ଚିନି (Sugar)
9. ଭଜା ଜିରା ଗୁଣ୍ଡ
10. ଲଙ୍କା ଗୁଣ୍ଡ
11. ହଳଦୀ ଗୁଣ୍ଡ
12. ଗୋଟା ଶୁଖା ଲଙ୍କା
ଆମ୍ବ ଖଟା କେମିତି ତିଆରି କରିବେ
ଆମ୍ବ ଗୁଡିକ କାଟି ଦିଅନ୍ତୁ
Step 2
କଢେଇ ରେ ତେଲ ଗରମ କରନ୍ତୁ ଏବଂ ସେଥିରେ ଗୋଟା ଜିରା, ସୋରିଷ, ଭୃସଙ୍ଗ ପତ୍ର, ଶୁଖା ଲଙ୍କା ପକାଇ ଭାଜନ୍ତୁ
Step 3
ବର୍ତମାନ କଟା ଯାଇ ଥିବା ଆମ୍ବ ଗୁଡିକ ଏଥିରେ ପକାନ୍ତୁ
Step 4
ଏଥିରେ ସ୍ୱାଦ ଅନୁସାରେ ଲୁଣ ଏବଂ ହଳଦୀ ଗୁଣ୍ଡ ପକାନ୍ତୁ
Step 5
ବର୍ତମାନ ଏଥିରେ ୨ କପ ପାଣି ଦିଅନ୍ତୁ ଓ ଫୁଟାନ୍ତୁ ୫ ମିନଟ ପାଇଁ, ତାପରେ ସ୍ୱାଦ ଅନୁଯାଇ ଚିନି ପକାନ୍ତୁ
Step 6
ଆଉ ୫ ମିନଟ ପାଇଁ ଫୁଟାନ୍ତୁ ଏବଂ ତଳକୁ ଓଲ୍ହେଇ ଦିଅନ୍ତୁ
Step 7
ଭଜା ଜିରା ଗୁଣ୍ଡ ଓ ଲଙ୍କା ଗୁଣ୍ଡ ବାଳ ରେ ମିଶାନ୍ତୁ ଏବଂ ଖାଇବାକୁ ପରସନ୍ତୁ
ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ
