ତେନ୍ତୁଳି ମାଛ ତରକାରୀ, ଆପଣ ଙ୍କୁ ଦରକାର ଥିବା ସାମଗ୍ରୀ
- ୫୦୦ ଗ୍ରାମ ମାଛ କଟା ପିସ
- ୧ ଟି ପିଆଜ କଟା ଥିବା
- ୧ ଟି ଟମାଟୋ କଟା ଥିବା
- ୧ ଚାମଚ କଟା ଥିବା ରସୁଣ
- ୪ ଟି ଶୁଖା ଲାଲ ଲଙ୍କା
- ୪ ଟି କଞ୍ଚା ଲଙ୍କା
- ୨୫୦ ଗ୍ରାମ ସୋରିଷ ତେଲ
- ଧନିଆ ପତ୍ର
- ୧ ଚାମଚ ଅଦା କଟା ଥିବା
- ୧ ଚାମଚ ଜୀରା
- ୧ ଚାମଚ ତେନ୍ତୁଳି ବଟା
- ୧ ଚାମଚ ହଳଦୀ ପୱଡର
- ଲୁଣ
କେମିତି ତିଆରି କରିବା ତେନ୍ତୁଳି ମାଛ ତରକାରୀ
- ପତ୍ର, ଜୀରା, ହଳଦୀ ଗୁଣ୍ଡ, ରସୁଣ, ଅଦା, ଶୁଖା ଲଙ୍କା କୁ ଭଲ ରେ ବାଟି ଦିଅନ୍ତୁ )
- ଲୁଣ ଏବଂ ହଳଦୀ ପୱଡର କୁ ପକାଇ ମାଛ କୁ ଭଲ ରେ ମିଶାନ୍ତୁ ଓ ୫ ମିନଟ ପାଇଁ ଛାଡ଼ି ଦିଅନ୍ତୁ
- ୨୦୦ ଗ୍ରାମ ତେଲ ଭଲ ରେ ଗରମ କରନ୍ତୁ
- ମାଛ କୁ ଭଲ ରେ ଛାଣନ୍ତୁ ଲାଲ ହେବ ପର୍ଯ୍ୟନ୍ତ
- ଆଉ ଗୋଟେ କଢେଇ ରେ ତେଲ ଗରମ କରନ୍ତୁ ସେଥିରେ ପିଆଜ ପକାଇ ଲାଲ ହେବ ପର୍ଯ୍ୟନ୍ତ ଘାଣ୍ଟନ୍ତୁ
- କଟା ଟମାଟୋ ଏବଂ ମସଲା ବଟା କୁ ଧୀରେ ପକାଇ ଘାଣ୍ଟନ୍ତୁ
- କିଛି ସମୟ ଅପେକ୍ଷା କରନ୍ତୁ
- ଏବେ ତେନ୍ତୁଳି ବଟା କୁ ମିଶାନ୍ତୁ ଆଉ କିଛି ପାଣି ଦିଅନ୍ତୁ ଏବଂ ଫୁଟାନ୍ତୁ
- ଏବେ ମାଛ ଧୀରେ ପକାନ୍ତୁ ଏବଂ ଭଲ ରେ ମସଲା ସଂଗେ ମିଶାନ୍ତୁ
- ଏହା ୬ ମିନଟ ରେ ତିଆରି ହେଇ ଯିବ
- ଗରମ ଭାତ ସଂଗେ ପରସନ୍ତୁ
ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ - ଓପର ଦିଆ ଯାଇ ଥିବା email id ରେ