ଓଡ଼ିଆ ଇଲିଶି ମାଛ ମହୁର ତରକାରୀ ସାମଗ୍ରୀ ଦରକାର
- ଇଲିଶି ମ|ଛ – 500gm
- ଅ|ଳୁ – 300gm
- ସାରୁ – 200gm
- ବୁଟ ଡାଲି – 50gm (saturate with water for 30 mins)
- ରସୁଣ ବଟା – 7 cloves (paste)
- ପିଆଜ ବଟା – 2 (paste)
- ବଟା ଅଦା – 1 inch (paste)
- ତେଜପତ୍ର – 2
- ଡାଳଚିନୀ ଗୁଣ୍ଡ
- ଗୁଣ୍ଡ ଭଜା ଜିରା
- ଶୁଖିଲା ଲଙ୍କା – 2 pc
- ବଟା କଞ୍ଚାଲଙ୍କା – 4 (paste)
- ହଳଦୀ ଗୁଣ୍ଡ
- ପଞ୍ଚ ଫୁଟଣ
- ସୋରିଷ ତେଲ
- ଲୁଣ
ଓଡ଼ିଆ ଇଲିଶି ମାଛ ମହୁର ତରକାରୀ କେମିତି ତିଆରି କରିବେ
୧. ମାଛ କୁ ଛୋଟୋ ଛୋଟୋ ଖଣ୍ଡ କରି କଟି ତକୁ ଭଲଭାବରେ ଧୋଇଦିଅନ୍ତୁ୨. ସେଥିରେ ହଳଦୀଗୁଣ୍ଡ ଓ ଲୁଣ ମିସାନ୍ତୁ, ବର୍ତମାନ କଢେଇ ଗରମ କରନ୍ତୁ ସେଥିରେ କିଛି ତେଲ ଦିଅନ୍ତୁ
୩. ସୋରିଷ ତେଲକୁ ଗରମ କରି ସେହି ମାଛକୁ ଅଳ୍ପ ଭାଜନ୍ତୁ
୪. ୬-୭ କପ୍ ପାଣି ଗରମ କରନ୍ତୁ.
୫. ସେଥିରେ ଅଳୁ, ସାରୁ, ଲୁଣ, ହଳଦୀ, ବୁଟଡାଲି ପକାନ୍ତୁ ଓ ଅଧଘଣ୍ଟା ଛାଡିଦିଅନ୍ତୁ
୬. ଅନ୍ୟ ଏକ କରେଇ ନିଅନ୍ତୁ ଓ ସେଥିରେ ୬-୭ ଚାମଚ୍ ସୋରିଷ ତେଲ ଗରମ କରନ୍ତୁ ଏବଂ ସେଥିରେ ଶୁଖିଲା ଲଙ୍କା, ତେଜପତ୍ର, ପଞ୍ଚ ଫୁଟଣ ପକାନ୍ତୁ ଓ ଭଲଭାବରେ ଭାଜନ୍ତୁ.
୭. ସେଥିରେ ରସୁଣ ବଟା, ପିଆଜ ବଟା, ବଟା ଅଦା, ଲୁଣ, ହଳଦୀ ମିସାଇ ନାଲି ହେବ ପର୍ଯ୍ୟନ୍ତ କଶନ୍ତୁ
୮. ତା ପରେ ସେଥିରେ କସା ହୋଇଥିବା ମାଛ ମିସାନ୍ତୁ
୯. ସବୁ ଭଲଭାବରେ ମିଶିବା ପର୍ଯ୍ୟନ୍ତ ଘଣ୍ଟନ୍ତୁ ଓ ମିଶିଗଲାପରେ ସେଥିରେ ଡାଳଚିନି ଗୁଣ୍ଡ, ଜିରା ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାନ୍ତୁ.
୧୦. ଆପଣଙ୍କ ମାଛ ମହୁର ମସଲା ବର୍ତମାନ ready
ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ - ଓପର ଦିଆ ଯାଇ ଥିବା email id ରେ