Dahi ambula recipe is a unique recipe that belongs to Odisha. Ambula is the dry unripe mango and Dahi means yogurt.Both are very sour. Let's see how to make this.
![]() |
image credit: google |
ଦହି ଆମ୍ବୁଲ ଖଟା ଆବଶ୍ୟକ ସାମଗ୍ରୀ
- ଆମ୍ବୁଲ 6-7 pieces
- ବଟା ସୋରୀଷ 2 Tsp
- ନାଲି ଲଙ୍କା 3
- ପଞ୍ଚ ଫୁଟଣ 1 Tsp
- ଭ୍ରୁଶୁଙ୍ଗା ପତ୍ର 9-10
- ତେଲ 2 Tsp
- ଅଦା ବଟା 1/2 tsp
- ବଟା ନଡିଆ 3 Tsp
- ଜୀରା ଲଙ୍କା ଗୁଣ୍ଡ 1-2 Tsp
- ଚିନୀ 3 Tsp
- ମିଠା ଦହୀ 1 cup
- ଲୁଣ
ଦହି ଆମ୍ବୁଲ ଖଟା ପ୍ରସ୍ତୁତି ପ୍ରଣାଳୀ
୧. ଆମ୍ବୁଲ କୁ ୨ ଘଣ୍ଟା ପାଇଁ ପାଣି ରେ ରଖି ଦିଅନ୍ତୁ୨. କଢେଇ ରେ ତେଲ ଗରମ କରନ୍ତୁ, ସେଥିରେ ନାଲି ଲଙ୍କା ଏବଂ ଫୁଟଣ ପକାନ୍ତୁ
୩. ଅଳ୍ପ ତାତି ଗଲା ପରେ ସେଥିରେ, ଅଦା ବାଟ ଦିଅନ୍ତୁ
୪. ପାଣି ରେ ଦିଅ ହେଇ ଥିବା ଆମ୍ବୁଲ କୁ ଏଥିରେ ପକାନ୍ତୁ
୫. କିଛି ସମୟର ପରେ ସୋରିଷ ବାଟ ଦିଅନ୍ତୁ ଏବଂ ଅଳ୍ପ କିଛି ପାଣି ମଧ୍ୟ
୬. ବର୍ତମାନ ୧ ରୁ ୨ ମିନଟ ପରେ କିଛି ଚିନି ଦିଅନ୍ତୁ
୭. ଅଳ୍ପ କିଛି ସ୍ୱାଦ ଅନୁଯାଇ ଲୁଣ ଦିଅନ୍ତୁ ଏବଂ ୧୫ ମିନିଟ ପାଇଁ ଧିମା ଆଞ୍ଚ ରେ ଚଢି ଦିଅନ୍ତୁ
୮. ବର୍ତମାନ ସେଠ୍ଇଟେ ବଟା ନଡ଼ିଆ, ଲାଲ ଲଙ୍କା, ଜିରା ଗୁଣ୍ଡ ଦେଇ ୨ ରୁ ୩ ମିନଟ ଛାଡ଼ି ଦିଅନ୍ତୁ
୯. ସେଥିରେ ଦହି ପକାଇ ଭଲ ରେ ମିଶାନ୍ତ, ଖାଇବାକୁ ପରସନ୍ତୁ
ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ - Odia360.com@gmail.com