ଆମେରିକୀୟ ମଡେଲ୍ ଓ ଟିଆଲିଟି ଟିଭି ଷ୍ଟାର୍ କାଇଲି ଜେନର୍ (Kylie Jenner) ସବୁ ବେଳେ ନିଜ ଫ୍ୟାଶନ୍ ପାଇଁ ଚର୍ଚ୍ଚାରେ ରହନ୍ତି । ଏବେ ସେ ଏକ ନୂଆ କଟ୍-ଆଉଟ୍ ଡ୍ରେସ୍ ପିନ୍ଧି ସମସ୍ତଙ୍କ ନଜରକୁ ନାଜ ଆଡ଼କୁ ଟାଣି ନେଇଛନ୍ତି ।ଏହି ନୂଆ ଡ୍ରେସରେ କାଇଲି ଜେନର୍ ନିଜର କେତେକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଫଟୋଗୁଡ଼ିକ ବିଶ୍ୱବ୍ୟାପୀ ଭାଇରାଲ୍ ହେଉଛି ।
![]() |
Picture: Kylie jenner/Instagram |
ଏହି ବୋଲ୍ଡ ଡ୍ରେସରେ କାନ୍ଧ ଅଂଶ ନାହିଁ, ଆଉ ଏହାର ଛାତି ଅଞ୍ଚଳରେ ଏକ ସମାନ୍ତରାଳ କଟ୍-ଆଉଟ୍ ଅଛି, ଯାହା ଏହି ଡ୍ରେସକୁ ଚିତ୍ତାକର୍ଷକ ବନାଇଛି ।ଏହି ଡ୍ରେସରେ ଛାତିର ତଳ ଅଂଶ ଓ ପେଟ ଆଡ଼କୁ ଏକ ବଡ଼ ଅର୍ଦ୍ଧ-ଗୋଲାକାର କଟ୍-ଆଉଟ୍ ରହିଛି । ବାସ୍ତବରେ ଏହି ଡ୍ରେସ୍ ପିନ୍ଧିଥିବା ଯୋଗୁଁ କାଇଲି ଜେନରଙ୍କ ଆଡ଼କୁ ବିଶ୍ୱର ଫ୍ୟାଶନ୍-ପ୍ରିୟ ଲୋକଙ୍କ ଧ୍ୟାନ ଟାଣିହୋଇଯାଇଛି ।
![]() |
Picture: Kylie jenner/Instagram |
![]() |
Picture: Kylie jenner/Instagram |
![]() |
Picture: Kylie jenner/Instagram |
![]() |
Picture: Kylie jenner/Instagram |
![]() |
Picture: Kylie jenner/Instagram |
![]() |
Picture: Kylie jenner/Instagram |