ଓଡ଼ିଆ ମଡେଲ, ଆଙ୍କର୍ ଓ ଅଭିନେତ୍ରୀ ସୁନିତା ଗରାବଡ଼ୁ ରବିବାର ରାତିରେ ଇନଷ୍ଟାଗ୍ରାମରେ ନିଜର
ଏକ ନଗ୍ନ ଫଟୋ ପୋଷ୍ଟ କରିଛନ୍ତି । ଫଟୋଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି
। ସେହି ଫଟୋର କ୍ୟାପସନରେ ସୁନିତା ଲେଖିଛନ୍ତି, “ସ୍ପେନ୍ ବିଷୟରେ କଳ୍ପନା କରୁଥିବା
ବେଳେ ଖରା ପୋହିଁବା।”
ସେହି ଫଟୋକୁ ଦେଖିବା ପରେ କେତେକ ଲୋକ ତାଙ୍କୁ ‘ସାହସୀ’ ଓ ‘ସୁନ୍ଦରୀ’ ବୋଲି କହି ପ୍ରଶଂସା
କରୁଥିବା ବେଳେ ଅନ୍ୟମାନେ ତାଙ୍କୁ ଜଣେ ଓଡିଆ ଝିଅ ହୋଇ ସୋସିଆଲ ମିଡି଼ଆରେ ନିଜର ନଗ୍ନ ଫଟୋ
ପୋଷ୍ଟ କରିଥିବାରୁ ସମାଲୋଚନା କରିଛନ୍ତି ।
ସୁନୀତା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍), ଚାମ୍ପିଅନ୍ସ ଟ୍ରଫି ହକି ଓ ହକି ଇଣ୍ଡିଆ
ଲିଗରେ (HIL) ଆଙ୍କରିଂ କରିଛନ୍ତି ।ଦୁଇଟି ଓଡି଼ଆ ଟିଭି ସିରିଏଲ୍ ଓ ଚଳଚ୍ଚିତ୍ରରେ ବି
ସୁନୀତା ଅଭିନୟ କରିଛନ୍ତି । ଆସନ୍ତୁ ଦେଖିବା ତାଙ୍କର କିଛି ଫୋଟୋ ଗୁଡିକ -
|
Picture: Sunita G Nanda/Instagram
|
|
Picture: Sunita G Nanda/Instagram
|
|
Picture: Sunita G Nanda/Instagram
|
|
Picture: Sunita G Nanda/Instagram
|
Picture: Sunita G Nanda/Instagram
|
|
|
Picture: Sunita G Nanda/Instagram
|