ବୋଲ୍ଡନେସର ସବୁ ସୀମା ପାର କଲେ ନୈନା ଗାଙ୍ଗୁଲି; ଫଟୋ ଦେଖି ନଜର ହଟାଇ ପାରୁନହାନ୍ତି ୟୁଜର୍ସ

ନୈନା ଗାଙ୍ଗୁଲି କୋଲକାତାରୁ ଆସିଛନ୍ତି । ସେ ରାମ ଗୋପାଳ ଭର୍ମାଙ୍କ ଫିଲ୍ମ ସହିତ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ । ସେ ପ୍ରଥମେ ତେଲୁଗୁ ଫିଲ୍ମ Vangaveeti ରେ ଅଭିନୟ କରିଥିଲେ । ଯାହା ପରେ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ଅନେକ ଆଲୋଚନା ହୋଇଥିଲା । ଫିଲ୍ମରେ ସେ ରାଜକୁମାରୀ ଭୂମିକାରେ ଅଭିନୟ କରିଥିଲେ। ଯାହା ଦର୍ଶକଙ୍କ ଠାରୁ ବହୁତ ଭଲପାଇବା ମିଳିଥିଲା ।

naina-ganguly-sensational-bold-photo
Photo- Instagram/Naiga Ganguly

ନିକଟରେ ନାଇନା ଗାଙ୍ଗୁଲିଙ୍କ ତେଲୁଗୁ ୱେବ୍ ସିରିଜ୍ ଜୋହର OTT ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଯାହାକୁ ନେଇ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଥିଲା ।ନୈନା ପ୍ରାୟତଃ ନିଜର ହଟ ଫଟୋ ସହିତ ଇଣ୍ଟରନେଟର ପାରା ବଢାଇଥାନ୍ତି ଓ ତାଙ୍କ ସେକ୍ସି ଷ୍ଟାଇଲ ବିଷୟରେ ଚର୍ଚ୍ଚା ହୋଇଥାଏ ।ନୈନା ନିଜ ଫିଲ୍ମ ଅପେକ୍ଷା ଅଧିକ ଫଟୋସୁଟ୍ ଯୋଗୁଁ ଲାଇମଲାଇଟରେ ରୁହନ୍ତି । ସେ ନିଜର ସର୍ବଶେଷ ଫଟୋରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି।

naina-ganguly-sensational-bold-photo
Photo- Instagram/Naiga Ganguly


naina-ganguly-sensational-bold-photo
Photo- Instagram/Naiga Ganguly


naina-ganguly-sensational-bold-photo
Photo- Instagram/Naiga Ganguly


naina-ganguly-sensational-bold-photo
Photo- Instagram/Naiga Ganguly


ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ, ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଏବଂ ଗ୍ଲାମର ନ୍ୟୁଜ ର ସମ୍ପୂର୍ଣ ଅପଡେଟ ପାଇଁ ଆଜି ହିଁ ଆମ ଇନଷ୍ଟାଗ୍ରାମ ପେଜ କୁ ଲାଇକ କରନ୍ତୁ| ୱେବସାଇଟ ବୁକମାର୍କ କରି ପ୍ରତିଦିନ ର ଅପଡେଟ ଚେକ କରନ୍ତୁ ତୁ । ଧନ୍ୟବାଦ
Previous Post Next Post