ତେଲୁଗୁ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ଅପ୍ସରା ରାଣୀ ନିଜ ବୋଲ୍ଡ ଷ୍ଟାଇଲ୍ ଯୋଗୁଁ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ କିଛି ବିକିନି ପିନ୍ଧା ଫଟୋ ପୋଷ୍ଟ କରିଛନ୍ତି । ଅପ୍ସରା ଏହି ଫଟୋଗୁଡ଼ିକରେ ଅପ୍ସରା ବହୁତ ସୁନ୍ଦର ଦେଖାଯାଉଛନ୍ତି ।
![]() |
Picture: Apsara Rani/Instagram |
ଅପ୍ସରା ଏହି ଫଟୋଗୁଡ଼ିକୁ ଗୋଟିଏ ଦିନରେ ଇନଷ୍ଟାଗ୍ରାମରେ ସେୟାର କରିନାହାଁନ୍ତି । ଅପ୍ସରାଙ୍କ ଏହି ଫଟୋ ଗୁଡିକୁ ତାଙ୍କ ପ୍ରଶଂସକମାନେ ମାନେ ଖୁବ ପସନ୍ଦ କରୁଛନ୍ତି । କିନ୍ତୁ ଏହା ପ୍ରଥମ ଥର ନୁହେଁ ଯେତବେଳେ ଅପ୍ସରା ବିକିନି ଫଟୋ ସେୟାର କରିଛନ୍ତି । ପ୍ରଖ୍ୟାତ ଫିଲ୍ମ ନିର୍ମାତା ରାମ ଗୋପାଳ ଭର୍ମା ଅପ୍ସରାଙ୍କୁ ଥ୍ରୀଲର ୱେବ୍ ଫିଲ୍ମରେ କାଷ୍ଟ କରିଥିଲେ । ଏହି ଫିଲ୍ମର ପ୍ରମୋସନ ସମୟରେ ଅପ୍ସରାଙ୍କ ହଟ ଲୁକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଅପସରା ରାମ ଗୋପାଳ ଭର୍ମାଙ୍କ ସହ କିଛି ଫଟୋ ମଧ୍ୟ ପୋଷ୍ଟ କରିଥିଲେ ।