ହଟ ଅବତାର ରେ ଆସିବା ବଲିବୁଡ଼ ଅଭିନେତ୍ରୀ ଙ୍କର ନୀତିଦିନ ର ଖବର। ବଲିଉଡ କୁ ଆସିଥିବା ନୋରା ଫତେହି ତାଙ୍କର ବେଶଭୁଷା ଏବଂ ଅଭିନୟ ମାଧ୍ୟମରେ ଲୋକମାନଙ୍କର ମନ ଖୁବ ସହଜରେ ଜିତିପାରିଛନ୍ତି । ତାଙ୍କର ବର୍ତ୍ତମାନ ଷ୍ଟାଇଲରେ ଲୋକମାନେ ଖୁବ ଦିୱାନା ହୋଇସାରିଛନ୍ତି ତାଙ୍କର ।
ନୋରା ଫତେହି ଙ୍କ ବାହାରକୁ ଯିବା ଷ୍ଟାଇଲ ମଧ୍ୟ ଖୁବ ହଟ ହୋଇଥାଏ । ନୋରା ବର୍ତମାନ ଗୋଟେ କ୍ରୋପ ଟପ ରେ ନର୍ମାଲ ମେକପ ଦ୍ବାରା ବହୁତ ସୁନ୍ଦର ଦେଖା ଯାଉଛନ୍ତି । ତାଙ୍କର ଏହି ରୂପ ସହିତ ହଳଦିଆ ରଙ୍ଗ ର ବ୍ୟାଗ ତାଙ୍କୁ ବହୁତ ସୁନ୍ଦର ମାନୁଛି । ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ।
ଏହାଛଡା ନୋରା ତାଙ୍କର ଫିଟନେସ କୁ ନେଇ ଖୁବ ଯତ୍ନବାନ । ବର୍ତ୍ତମାନ ସେ ମୁମ୍ବାଇ ର ବାନ୍ଦ୍ରା ଠାରେ କଳା ରଙ୍ଗ ର ଡ୍ରେସ ସହ ଧଳା ଟୋପି ସହ ମଧ୍ୟ ନଜର ରେ ଆସିଥିଲେ । ସିଏ ମାସ୍କ ପିନ୍ଧିଥିବା ସମୟରେ କ୍ୟାମେରା ରେ ତାଙ୍କ ଫୋଟୋ କ୍ୟାପଚର ହୋଇଥିଲା ।
ଏହାକୁ ପିନ୍ଧି ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ଯାହାକୁ ଲୋକମାନେ ବହୁତ ଭାବରେ ପସନ୍ଦ କରିଛନ୍ତି । ଏବଂ କରିନା ଙ୍କ ସହ ଦେଖା ପରେ ଏବଂ ନୋରା ତାଙ୍କ ସହ କଥା ହେବାପରେ କରିନା ମଧ୍ୟ ନୋରା ଙ୍କର ବହୁତ ପ୍ରଶଂସା କରିଥିଲେ ।