ୱାର୍କ ଫ୍ରଣ୍ଟରେ କରିସ୍ମା ତନ୍ନା ଗତ ବର୍ଷ ମନୋଜ ବାଜପେୟୀଙ୍କ ଅଭିନୀତ ସୁରଜ ପେ ମଙ୍ଗଲ ଭାରୀଙ୍କ ବସନ୍ତୀ ନାମକ ଏକ ସ୍ୱତନ୍ତ୍ର ଆଇଟମ୍ ଗୀତରେ ନଜର ଆସିଥିଲେ। ଏଥିସହ ସେ ଅଭିନେତା ରିତୱିକ୍ ଭୋମିକ୍ଙ୍କ ସହ 'କାତରା' ନାମକ ଏକ ମ୍ୟୁଜିକ୍ ଆଲବମରେ ଅଭିନୟ କରିଥିଲେ।
![]() |
Picture: Karishma Tanna/Instagram |
ଟେଲିଭିଜନର ଲୋକପ୍ରିୟ ଚେହେରା କରିସ୍ମା ତନ୍ନା ନିକଟରେ ଲାଲ୍ ବିକିନି ପୋଷାକ ପିନ୍ଧି
ଥିବା ଏକ ଫଟୋ ନିଜ ଇନଷ୍ଟାଗ୍ରାମ ରେ ସେୟାର କରିଥିଲେ। ଏକତା କପୁରଙ୍କ ବହୁଚର୍ଚ୍ଚିତ
'ନାଗିନ୍' ରେ ଅଭିନୟ କରି କରିସ୍ମା ତନ୍ନା ଦର୍ଶକଙ୍କୁ ଆକର୍ଷିତ କରିଥିଲେ। ଏଠାରେ ଏକ ନଜର
ପକାନ୍ତୁ: