ଚାଇନିଜ୍ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ଭାରତରେ ଲଞ୍ଚ କରିଛି ନୂଆ ସ୍ମାର୍ଟଫୋନ ରେଡ୍ମି ୯। ଅଗଷ୍ଟ ୩୧ରୁ ଏହି ସ୍ମାର୍ଟଫୋନର ବିକ୍ରୟ ଆରମ୍ଭ ହେବ। ଜାଣନ୍ତୁ ଏହି ନୂଆ ସ୍ମାର୍ଟଫୋନର ଦାମ୍ ଏବଂ ଫିଚର ବିଷୟରେ।
ରେଡ୍ମି ୯ର ଫିଚର
ଏହି ସ୍ମାର୍ଟଫୋନରେ ୬.୫୩ ଇଞ୍ଚର ଏଚ୍ଡି ପ୍ଲସ୍ ଡିସ୍ପ୍ଲେ ମିଳୁଛି। ଏହା ଛଡ଼ା ମିଡିଆଟେକ୍ ହୋଲିଓ ଜି୩୫ ପ୍ରୋସେସର ବି ଅଛି। ଏହି ଫୋନ ସ୍କାଏ ବ୍ଲୁ, ସ୍ପୋର୍ଟି ଅରେଞ୍ଜ ଓ କାର୍ବନ ବ୍ଲାକ ପରି ତିନୋଟି କଲରରେ ଉପଲବ୍ଧ। ଏଥିସହ ୪ ଜିବି ରାମ୍ ସହିତ ୬୪ ଜିବି ଷ୍ଟୋରେଜ୍ ଏବଂ ୪ ଜିବି ରାମ୍ ସହିତ ୧୨୮ ଜିବି ଷ୍ଟୋରେଜ୍ ମଧ୍ୟ ଉପଲବ୍ଧ ହେଉଛି। ଷ୍ଟୋରେଜ୍କୁ ମେମୋରି କାର୍ଡ ସାହାଯ୍ୟରେ ୫୧୨ ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହି ଫୋନରେ ଏମ୍ଆଇୟୁଆଇ ୧୨ ମଧ୍ୟ ମିଳୁଛି।
କ୍ୟାମେରା
ରେଡ୍ମି ୯ରେ ୧୩ ମେଗାପିକ୍ସେଲ ଓ ୨ ମେଗାପିକ୍ସେଲ ବିଶିଷ୍ଟ ଡୁଆଲ ରିୟର୍ କ୍ୟାମେରା ସେଟ୍ଅପ୍ ଅଛି। ଏଥିସହ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସପୋର୍ଟ ବି ଅଛି। ସେହିପରି ଏଥିରେ ୫ ମେଗାପିକ୍ସେଲର ଏକ ଫ୍ରଣ୍ଟ କ୍ୟାମେରା ବି ରହିଛି।
ବ୍ୟାଟେରୀ
ଏହି ଫୋନରେ ୫୦୦୦ ଏମ୍ଏଏଚ୍ ବ୍ୟାଟେରୀ ରହିଛି, ଯାହାକି ୩୦ ଘଣ୍ଚାର ଭିଡିଓ ପ୍ଲେବ୍ୟାକ୍ ଦେବ ବୋଲି କମ୍ପାନି ଦାବି କରିଛି। ଏହା ବ୍ୟତୀତ ଫୋନରେ ୪ଜି, ଓ୍ଵାଇ-ଫାଇ, ଜିପିଏସ୍ ଏ ୩.୫ ଏମ୍ଏମ୍ର ହେଡଫୋନ ଜ୍ୟାକ୍ ଦିଆଯାଇଛି।
ଦାମ୍
ରେଡ୍ମି ୯, ୪ ଜିବି ରାମ୍ ସହିତ ୬୪ ଜିବି ଷ୍ଟୋରେଜ୍ ଏବଂ ୪ ଜିବି ରାମ୍ ସହିତ ୧୨୮ ଜିବି ଷ୍ଟୋରେଜ୍ ଭେରାଇଟିରେ ଉପଲବ୍ଧ। ୬୪ ଜିବି ଷ୍ଟୋରେଜ୍ବିଶିଷ୍ଟ ଫୋନର ଦାମ୍ ୮,୯୯୯ ଟଙ୍କା ଥିବା ବେଳେ ୧୨୮ ଜିବି ଷ୍ଟୋରେଜ୍ବିଶିଷ୍ଟ ଫୋନର ଦାମ୍ ୯,୯୯୯ ଟଙ୍କା ରହିଛି। ଅଗଷ୍ଟ ୩୧ ତାରିଖରୁ ଆମାଜନ ଇଣ୍ଡିଆ ଓ ସାଓମି ଷ୍ଟୋରରେ ଏହାର ବିକ୍ରି ଆରମ୍ଭ ହେବ।
Xiaomi Redmi 9 Specifications
NETWORK
- Technology: GSM / HSPA / LTE
LAUNCH:
- Announced: 2020, June 10
- Status: Available. Released 2020, June 10
BODY:
- Dimensions: 163.3 x 77 x 9.1 mm (6.43 x 3.03 x 0.36 in)
- Weight: 198 g (6.98 oz)
- Build: Glass front (Gorilla Glass 3), plastic back, plastic frame
SIM: Dual SIM (Nano-SIM, dual stand-by)
DISPLAY:
- Type: IPS LCD capacitive touchscreen, 16M colors
- Size: 6.53 inches, 104.7 cm2 (~83.2% screen-to-body ratio)
- Resolution: 1080 x 2340 pixels, 19.5:9 ratio (~395 ppi density)
- Protection: Corning Gorilla Glass 3
PLATFORM:
- OS: Android 10, MIUI 11
- Chipset: Mediatek Helio G80 (12 nm)
- CPU: Octa-core (2x2.0 GHz Cortex-A75 & 6x1.8 GHz Cortex-A55)
- GPU: Mali-G52 MC2
MEMORY:
- Card slot: microSDXC (dedicated slot)
- Internal: 32GB 3GB RAM, 64GB 4GB RAM, 128GB 6GB RAM: eMMC 5.1
MAIN CAMERA:
- Quad: 13 MP, f/2.2, 28mm (wide), 1/3.1", 1.12µm, PDAF
- 8 MP, f/2.2, 118˚ (ultrawide), 1/4.0", 1.12µm
- 5 MP, f/2.4, (macro)
- 2 MP, f/2.4, (depth)
- Features: LED flash, HDR, panorama
- Video: 1080p@30fps
SELFIE CAMERA:
- Single: 8 MP, f/2.0, 27mm (wide)
- Features: HDR
- Video: 1080p@30fps
- Loudspeaker: Yes
- 3.5mm jack: Yes
COMMS:
- WLAN: Wi-Fi 802.11 a/b/g/n/ac, dual-band, Wi-Fi Direct, hotspot
- Bluetooth: 5.0, A2DP, LE
- GPS: Yes, with A-GPS, GLONASS, BDS
- NFC: Yes (market/region dependent)
- Infrared port: Yes
- Radio: Wireless FM radio (no wired headphones required)
- USB: 2.0, Type-C 1.0 reversible connector, USB On-The-Go
FEATURES:
- Sensors: Fingerprint (rear-mounted), accelerometer, proximity, compass
BATTERY:
- Type: Li-Po 5020 mAh, non-removable
- Charging: Fast charging 18W
MISC:
- Colors: Carbon Gray, Sunset Purple, Ocean Green, Pink/Blue
- Models: M2004J19G, M2004J19C
- SAR: 0.91 W/kg (head) 1.00 W/kg (body)
- SAR EU: 0.71 W/kg (head) 1.06 W/kg (body)
- TESTS: Performance: AnTuTu: 201829 (v8)
- GeekBench: 1325 (v5.1)
- Display: Contrast ratio: 1624:1 (nominal)
- Camera: Photo / Video
- Loudspeaker: -26.9 LUFS (Good)
- Battery life: Endurance rating 131h